SPECIAL FEATURE INCLUDED:
ଇଂରାଜୀ ଭାଷାକୁ ଶୁଦ୍ଧ ଭାବରେ କହିବା ଓ ଲେଖିବା ଲାଗି ବ୍ଯାକରଣ ଜ୍ଞାନ ଅପରିହାର୍ଯ | ଏହି ଜ୍ଞାନକୁ ହାଇସ୍କୁଲ ସ୍ତରରେ ହିଁ ଲାଭ କରାଯିବାର କଥା | ଏହି ଭାବରେ ଆଜିକୁ ଦୀର୍ଘ ଦେଢଶହ ବର୍ଷ ଧରି ହାଇସ୍କୁଲମାନଙ୍କରେ ବ୍ଯାକରଣ ଶିକ୍ଷା ଦିଆ ହୋଇ ଆସୁଛି | ମାତ୍ର ଏବେ ବୋର୍ଡ କର୍ତ୍ତୃପକ୍ଷ Aspects of English Grammar ନାମକ ଯେଉଁ ଗ୍ରାମର ପୁସ୍ତକ ପ୍ରଣଯନ କରିଛନ୍ତି, ସେଥିରେ ବ୍ଯାକରଣ ବିଷୟ ତଥ୍ୟ ବହୁ କମ ମାତ୍ରରେ ରହିଛି, ଯାହାଦୁଆର କି ଛାତ୍ରଛାତ୍ରୀମାନଙ୍କର ଗ୍ରାମରଗତ ଜ୍ଞାନ କଦାପି ପରିପୃଷ୍ଟ ହୋଇ ପାରିବ ନାହି |
Reviews
There are no reviews yet.