10% OFF

ଚାଣକ୍ୟ ନୀତି

372.00 334.00
trimurti

SHORT DESCRIPTION:

Satyanarayan Book Store has Published this book Chanakya Niti For the Students.It Has been devised according to the guidelines.

10 in stock

SPECIAL FEATURE INCLUDED:

ଭାରତ ଇତିହାସରେ ଚାଣକ୍ୟ ନାମକ ଜଣେ ପଣ୍ଡିତଙ୍କ ବିଷୟରେ ଉଲ୍ଲେଖ ଥିବାର ଦେଖାଯାଏ | ମାତ୍ର ଚାଣକ୍ୟଙ୍କ ଜୀବନୀ ସମ୍ବନ୍ଧରେ ପ୍ରମାଣିକ ତଥ୍ୟ ବିଶେଷ ମିଳେନାହିଁ ବୋଲି ଐତିହାସିକମାନଙ୍କ ମତ | ତେବେ ବର୍ଣନାମାନଙ୍କରୁ ଜଣାପଡେ ଯେ,

ଚାଣକ୍ୟ ତତ୍କାଳୀନ ତକ୍ଷଶୀଳା ବିଶ୍ବବିଦ୍ୟାଳୟରେ ଜଣେ ଆଚାର୍ଯ୍ୟ ଥିଲେ | ଏହା ଆଜିକୁ ପ୍ରାୟ ୨୫୦୦ ବର୍ଷ ପୂର୍ବର କଥା | ସେତେବେଳେ ଭାରତରେ ମଗଧ ରାଜ୍ୟରେ ନନ୍ଦବଂଶର ଶାସନ ଚାଲିଥିଲା | ଚାଣକ୍ୟଙ୍କ ପିଲାଦିନର ନାମ ଥିଲା ବିଷ୍ଣଗୁପ୍ତା |

ମାତ୍ର ତାଙ୍କ ପିତାଙ୍କ ନାମ ଚଣକ ଥିବାରୁ ତାଙ୍କୁ ଚାଣକ୍ୟ କୁହାଗଲା | ଚାଣକ୍ୟ ଦେଖିବାକୁ ସୁନ୍ଦର ନଥିଲେ | ମାତ୍ର ତାଙ୍କର ପ୍ରଖର ବୁଦ୍ଧିଶକ୍ତି ଯୋଗୁ ସେ ଅନ୍ୟ ବିଦ୍ଵାନଙ୍କ ଦ୍ଵାରା ପ୍ରଶଂସିତ ଓ ଆଦୃତ ହୋଇଥିଲେ |

Weight 0.423 kg
Dimensions 21.3 × 13.5 × 2.0 cm
LANGUAGE

Odia

PAGES

400

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

SATYANARAYAN BOOK STORE

Reviews

There are no reviews yet.

Be the first to review “ଚାଣକ୍ୟ ନୀତି”

Your email address will not be published. Required fields are marked *