10% OFF

ମହାତ୍ମା ଗାନ୍ଧୀଙ୍କ ଜୀବନୀ

500.00 450.00
trimurti

SHORT DESCRIPTION:

Chinmaya has Published this book Mahatma Gandhinka Jibani for the Students. It has been devised according to the guidelines.

10 in stock

SKU: TBW-CP-MGJ(OD) Categories: , , ,

SPECIAL FEATURE INCLUDED:

ଭାରତବର୍ଷରେ ଇତିହାସର ଯେପରି, ସେହିପରି ମଧ୍ୟ ଜୀବନୀ ରଚନାରେ ଐତିହ୍ଯ ନ ଥିଲା | ତେଣୁ ଆମର ସମଗ୍ର ଅତୀତି ହୁଏତ ଏକାବେଳକେ ଅନ୍ଧକାରମୟ ବା ଅସ୍ପଷ୍ଟ ବା ଛାଇ-ଛାଇଆ | ଆମର ପରମ ଗର୍ବର ବସ୍ତୁ ବୃଦ୍ଧ, କୃଷ୍ଣ ବା କାଳିଦାସଙ୍କର

ସତ୍ୟ ଜୀବନଚରିତ ଯେ ଆଜି ଆମକୁ ଦୁଷ୍ପ୍ରାପ୍ୟ ଓ ଅଜ୍ଞାତ, ଏହାଠାରୁ ବଳି ପରିତାପର ବିଷୟ ଥାଇ ନ ପାରେ | ଜୀବନ-ଚରିତ ବୋଲି ଯାହାକୁ କୁହାଯାଇଛି, ସେଥିରୁ ଅଧିକାଂଶ ଗାଲଗଳ୍ପମୟ, ଓ ଭୁତକଥା, ରୂପକଥା ଶ୍ରେଣୀର |

ପୁଣି ଅଧିକ ଲଜ୍ଜା ଓ ପରିତାପର ବିଷୟ ଏହି ଯେ, ଦୁଇଶ ବର୍ଷର ପଶ୍ଚାତ୍ୟ- ଶିକ୍ଷା ସଭ୍ୟତାର ଘନିଷ୍ଠ ସଂପର୍କ ମଧ୍ୟ, ଆମ ଭାରତୀୟଙ୍କ ରକ୍ତରୁ ଏହି ଗାଲ-ଗଳ୍ପ-ଗଠନପ୍ରିୟତାକୁ, ଲୋପ କରି ପାରି ନାହଁ | ଏବେ ବି ଏବ ଲୋକଙ୍କର ଜୀବନ ଲେଖିଲେ ସେଥିଭିତରେ ବହୁ ଅପ୍ରମାଣିତ ଓ ଅବିଶ୍ଵାସ୍ୟ ଆଧିଭୌତିକ ଉପାଖ୍ୟାନ ଆମେ ନିଃସଙ୍କେଚରେ ପୂରାଇ ଦେଇଥାଉ |

Weight 0.893 kg
Dimensions 20.5 × 14.0 × 4.0 cm
LANGUAGE

Odia

PAGES

844

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

CHINMAYA PRAKASHAN

Reviews

There are no reviews yet.

Be the first to review “ମହାତ୍ମା ଗାନ୍ଧୀଙ୍କ ଜୀବନୀ”

Your email address will not be published. Required fields are marked *