ସାରସ୍ଵତ ସାଧାରଣ ଜ୍ଞାନ

196.00
trimurti

SHORT DESCRIPTION:

Satyanarayan Book Store has Published this book Saraswata Sadharana Jnana for the Students.It has been devised according to the guidelines.

10 in stock

SKU: TBW-SBS-SSG(OD) Categories: , , ,

SPECIAL FEATURE INCLUDED:

ସଂପ୍ରତି ସୂଚନା ପ୍ରବିଧି ବିଜ୍ଞାନର ଅଗ୍ରଗତି ଫଳରେ ବିଶ୍ଵସମୂହର ସୁଚନା ଆମ ହାତପାହାନ୍ତାରେ ଖୁବ ସୁରୁଖୁରୁରେ ଉପଲବ୍ଧ ହୋଇପାରୁଛି; କିନ୍ତୁ ଏହି ସୁଯୋଗ ଆଦ୍ୟାବଧି ଅଧିକାଂଶ ଲୋକଙ୍କ ପାଇଁ ‘ଆକାଶ କଇଁଆ, ଚିଲିକା ମାଛ’ ର ରୂପ ଧାରଣ କରିଛି | କାରଣ ସମସ୍ତେ ପ୍ରତ୍ଯେକ ତଥ୍ୟ ଆବଶ୍ୟକ ଅନୁୟାଯୀ ଜାଣିବାକୁ ଚାହିଁଲେ ମଧ୍ୟ ଜାଣିବାର ମାଧ୍ୟମ ଅଭାବରୁ ତାହା ସମ୍ଭବ ହୋଇପାରୁନାହଁ | ଏହି ମାଧ୍ୟମ କେବଳ କେତେକ ମୁଷ୍ଟିମେୟ ବ୍ଯକ୍ତି ବିଶେଷ ସେମାନଙ୍କ ଆର୍ଥିକ ସାମର୍ଥ୍ୟ ଯୋଗୁ ଆପଣେଇ ନେଇଯିବା ବେଳେ, ଆଉ ଅଧିକାଂଶ ବ୍ୟକ୍ତି ଚାହିଁଲେ ମଧ୍ୟ ସମ୍ଭବ ହୋଇ ପାରୁନାହଁ |

Weight 0.408 kg
Dimensions 21.0 × 13.5 × 2.5 cm
LANGUAGE

Odia

PAGES

520

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

SATYANARAYAN BOOK STORE

AUTHOR

Krupasindhu Biswal

Reviews

There are no reviews yet.

Be the first to review “ସାରସ୍ଵତ ସାଧାରଣ ଜ୍ଞାନ”

Your email address will not be published. Required fields are marked *