CONTENTS:
ପ୍ରଥମ ପରିଚ୍ଛେଦ – ଲୋକସାହିତ୍ୟ ଓ ଲୋକସଂସ୍କୃତି
ସଂସ୍କୃତିର ପରିଭାଷା ଓ ଲୋକ ଶବ୍ଦର ଅର୍ଥ, ଲୋକସାହିତ୍ୟର ବିଭାଗୀକରଣ: ଲୋକସାହିତ୍ୟର ବୈଶିଷ୍ଟ୍ୟ; ଲୋକସାହିତ୍ୟ ଓ ବିଦଗ୍ଧ ସାହିତ୍ୟ; ଓଡ଼ିଆ ଲୋକସାହିତ୍ୟର ସଂଗ୍ରାହକ ଓ ଆଲୋଚକ; ଓଡ଼ିଆ ଲୋକସାହିତ୍ୟର ଭବିଷ୍ୟତ; ଉପସଂହାର ।
ଦ୍ଵିତୀୟ ପରିଚ୍ଛେଦ – ଲୋକଗୀତ
ଲୋକଗୀତର ରୂପବିଭବ; ଲୋକଗୀତର ବିବିଧ ରୂପ; କୃଷକଗୀତ; ଶଗଡ଼ିଆ ଗୀତ; ସୁଆରି ଡାକ ଗୀତ; ମଇଁଷି ଆଳ ଗୀତ; ଚକୁଳିଆପଣ୍ଡା ଗୀତ; ନାଉରିଆ ଗୀତ; ଦୋଳି ଗୀତ; କାନ୍ଦଣା ଗୀତ; କାନ୍ଦଣାଗୀତରେ ସାମାଜିକତା; ପୁଚିଖେଳ ଗୀତ; ବିଭିନ୍ନ ପର୍ବ ଓ ଓଷା ଗୀତ; ଶିଶୁ ଗୀତ; ମଙ୍ଗଳବୋଲି ; ସମରବୋଲି; ଓଷାମନସା; ନାଁ ଦିଆ ଓ ବୁଦ୍ଧି ପରୀକ୍ଷା; ଢଗଢମାଳି; କୀଳା; ଝଡ଼ାଫୁଙ୍କା ମନ୍ତ୍ର; ଦେହ କୀଳେଇବା ମନ୍ତ୍ର; ଗାଥା ଗୀତିକା; ଅନ୍ୟାନ୍ୟା ଓଡ଼ିଆ ଲୋକଗୀତରେ ସମାଜ ଚିତ୍ର; ନାରୀ ଜୀବନର ଚିତ୍ର; ଖାଦ୍ୟ, ବ୍ୟବସାୟ ବାଣିଜ୍ୟ; ବେଶଭୂଷା ଓ ଅଳଙ୍କାର; ଆଧ୍ୟାତ୍ମିକତା; ସାମାଜିକ ବିଶ୍ଵାସ ଓ ପରମ୍ପରା; କର୍ମବାଦ; କୃଷି ଓ କୃଷକ; ବିବାହ; ପ୍ରେମଚିତ୍ର; ପୌରାଣିକତା; ଜ୍ୟୋତିଷଶାସ୍ତ୍ରର ପ୍ରଭାବ; ଅନ୍ୟାନ୍ୟ; ଲୋକଗୀତରେ ଶ୍ରୀଜଗନ୍ନାଥ ଚେତନା; ଲୋକଗୀତରେ ଇତିହାସ; ଲୋକଗୀତର ସାହିତ୍ୟିକ ମୂଲ୍ୟ; ଲୋକଗୀତରେ ରସ-ପରିଚର୍ଯ୍ୟା; ଶୃଙ୍ଗାରରସ; କରୁଣରସ; ହାସ୍ୟରସ; ବୀରରସ; ବାତ୍ସଲ୍ୟରସ; ଭକ୍ତିରସ; ବର୍ଣ୍ଣନାବିଳାସ; ଛନ୍ଦ ବୈଚିଦ୍ର୍ୟ; ଉପମା, ରୂପକ ଓ ପ୍ରତୀକ; ସାଙ୍ଗୀତିକତା; ଜାମୁଡାଳି ଗୀତ; ନାରୀ ମନସ୍ତତ୍ତ୍ୱ; ଲୋକଗୀତର ଭାଷାତାତ୍ତ୍ୱିକ ମୂଲ୍ୟ; ଉପସଂହାର ।
















Reviews
There are no reviews yet.