10% OFF

Bhashabijnanara Ruparekha (ଭାଷାବିଜ୍ଞାନର ରୂପରେଖ)

275.00 247.00
trimurti

SHORT DESCRIPTION:

“Bhashabijnanara Ruparekha” by Dr. Basudev Sahu is a significant book in Odia literature. The title itself, “Bhashabijnanara Ruparekha,” translates to “Outline of Linguistics” or “Sketch of Language Science,” indicating its academic nature. The book delves into linguistic concepts and their application to Odia, offering readers an in-depth understanding of the language’s structure, evolution, and literary nuances. It is considered a valuable resource for students and scholars interested in Odia language and literature, providing a critical perspective that is both informative and engaging.

10 in stock

SKU: TBW-FRIENDS-BR-OD-R Categories: , , ,

CONTENTS:

ପ୍ରଥମ ପରିଚ୍ଛେଦ : ଭାଷାର ସଂଜ୍ଞା ଓ ସ୍ୱରୂପ

‘ଭାଷା’ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ, ଭାଷାର ପରିଭାଷା-୧, ଭାଷା ସୃଷ୍ଟିରେ ବକ୍ତାର ଚିନ୍ତାକେନ୍ଦ୍ର, ଧ୍ୱନି ଓ ଶ୍ରୋତାର ଚିନ୍ତାକେନ୍ଦ୍ରର ଭୂମିକା- ୨, ବକ୍ତାପକ୍ଷ-୩, ଶ୍ରୋତାପକ୍ଷ-୫, ଭାଷାସୃଷ୍ଟିରେ ବାଗ୍‌ଯନ୍ତ୍ରର ଅପରିହାର୍ଯ୍ୟତା-୬, ‘ଭାଷା’ ଶବ୍ଦର ବ୍ୟାପକ ଓ ନିର୍ଦ୍ଦିଷ୍ଟ ଅର୍ଥ-୭, ଭାଷା ସମାଜର, ସମାଜଦ୍ୱାରା ଓ ସମାଜ ପାଇଁ-୯, ଭାଷାର ମୌଳିକ ତତ୍ତ୍ୱ-୯, ଭାଷାର ସ୍ୱରୂପ, ବିଭିନ୍ନ ଲକ୍ଷଣ-୧୪, ଭାଷାର ପ୍ରବୃରି/ ପ୍ରକୃତି / ଧର୍ମ -୧୭, ଭାଷାର ବିଭିନ୍ନ ରୂପ-୨୫, ଭାଷାର ଶ୍ରେଣୀ/ବିଭାଗ, ମୂଳଭାଷା-୨୬, ପ୍ରାମାଣିକ / ମାନକ/ପରିନିଷ୍ଠିତ/ଆଦର୍ଶ ଭାଷା-୨୭, ରାଷ୍ଟ୍ରଭାଷା-୨୮, ରାଜଭାଷା, ଉପଭାଷା ବା ବିଭାଷା-୨୯, ଉପଭାଷା ସୃଷ୍ଟିର କାରଣ, ଭାଷା ଓ ଉପଭାଷା ମଧ୍ୟରେ ପାର୍ଥକ୍ୟ -୩୧, ଉପଭାଷା ମହତ୍ତ୍ବ ଲାଭ କରିବାର କେତୋଟି କାରଣ-୩୩, ବିଶିଷ୍ଟ ବା ବୈଷୟିକ ଭାଷା /ତକନକୀ ଭାଷା, ଅପଭାଷା-୩୫, ସଙ୍କର ଭାଷା ବା ମିଶ୍ରିତ ଭାଷା-୩୬, କୃତ୍ରିମ ଭାଷା-୩୮ ।

ଦ୍ଵିତୀୟ ପରିଚ୍ଛେଦ : ଭାଷା-ଉପୁରି-ସିଦ୍ଧାନ୍ତ

ଦୈବୀ ଉତ୍ପରି ସିଦ୍ଧାନ୍ତ-୪୩, ଧାତୁ ସିଦ୍ଧାନ୍ତ ବା ଅନୁରଣନ ସିଦ୍ଧାନ୍ତ-୪୫, ସଙ୍କେତ ସିଦ୍ଧାନ୍ତ ବା ନିର୍ଭୟ ସିଦ୍ଧାନ୍ତ ବା ସ୍ୱୀକାର ସିଦ୍ଧାନ୍ତ-୪୬, ଲଙ୍ଗିତ ସିଦ୍ଧାନ୍ତ ବା ଲଗ୍‌ଣ‌ଗ୍‌ ଓରୀ-୪୭, ଧ୍ୱନ୍ୟନୁକରଣ ସିଦ୍ଧାନ୍ତ-୪୮, ଅନୁରଣନ-ଅନୁକରଣମୂଳକ ସିଦ୍ଧାନ୍ତ-୪୮, ଭାବାବେଗ ସିଦ୍ଧାନ୍ତ, ଅପନୋଦନ-ଧ୍ବନି ସିଦ୍ଧାନ୍ତ-୪୯, ଟା-ଟା ସିଦ୍ଧାନ୍ତ, ସଙ୍ଗୀତ ସିଦ୍ଧାନ୍ତ-୫୦, ପ୍ରେମ ସିଦ୍ଧାନ୍ତ, ସମ୍ପର୍କ ସିଦ୍ଧାନ୍ତ-୫୧, ସମନ୍ବିତ ସିଦ୍ଧାନ୍ତ, ପ୍ରତୀକ ସିଦ୍ଧାନ୍ତ-୫୨, ପ୍ରତିବିମ୍ବ ସିଦ୍ଧାନ୍ତ, ବିବର୍ତ୍ତନ ସିଦ୍ଧାନ୍ତ / ସାମାଜିକ ଅନୁବନ୍ଧ ସିଦ୍ଧାନ୍ତ-୫୩ ।

ତୃତୀୟ ପରିଚ୍ଛେଦ : ଭାଷାର ପରିବର୍ତନ

ଭାଷା -ପରିବର୍ତ୍ତନର କାରଣ -୫୫, ବାହ୍ୟ କାରଣ, ଭୌଗୋଳିକ ପ୍ରଭାବ-୫୬, ଜାତୀୟ ସମ୍ମିଳନ, ସାଂସ୍କୃତିକ ପ୍ରଭାବ-୫୭, ବୈୟକ୍ତିକ ପ୍ରଭାବ, ଜାତିର ମାନସିକ ସ୍ତର, ସାମାଜିକ ପ୍ରଭାବ-୫୯, ସାହିତ୍ୟିକ ପ୍ରଭାବ, ସଭ୍ୟତାର ପ୍ରଭାବ, ବୈଜ୍ଞାନିକ ପ୍ରଭାବ-୬୦, ବାଣିଜ୍ୟିକ ପ୍ରଭାବ, ଆର୍ଥିକ ଅବସ୍ଥା, ସ୍ଥାନ ସଂସର୍ଗ-୬୧, ଲିପି ଦୋଷ, ଆଭ୍ୟନ୍ତରୀଣ କାରଣ, ଉଚ୍ଚାରଣରେ ଅକ୍ଷମତା, ସ୍ୱରଯନ୍ତ୍ରରେ ବିକାର-୬୨, ଅସ୍ପଷ୍ଟ ଉଚ୍ଚାରଣ, ଗ୍ରୁର ଉଚ୍ଚାରଣ, ବଳାଘାତର ପ୍ରଭାବ, ସୁରର ପ୍ରଭାବ- ୬୩, ପ୍ରଯତ୍ନ ଲାଘବ, ଅସାବଧାନତା,

Weight 0.290 kg
Dimensions 21 × 14 × 1.5 cm
ISBN

9788174015365

LANGUAGE

Odia

PAGES

300

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

FRIENDS' PUBLISHERS

AUTHOR

Prof. Basudev Sahoo

Reviews

There are no reviews yet.

Be the first to review “Bhashabijnanara Ruparekha (ଭାଷାବିଜ୍ଞାନର ରୂପରେଖ)”

Your email address will not be published. Required fields are marked *