SPECIAL FEATURE INCLUDED:
ଓଡିଆମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ହୁଏ ଯେ ସେମାନେ ଏକ ଆତ୍ମବିସ୍ମତ ଜାତି | ସେଥିପାଇଁ ଏକ ଅପବାଦ ପ୍ରଚଳିତ ରହିଛି, ”ଦେଖାଶିଖା ଓଡିଶା”| ଅଯଥାରେ ଅନ୍ୟକୁ ଅନୁକରଣ କରି ଓଡିଶାମାନେ ଆତ୍ମସମୀକ୍ଷା କଲେ ସେମାନେ ଅନୁଭବ କରିପାରନ୍ତେ, ଏପରେ ହୀନମନ୍ୟତାର କୌଣସି କାରଣ ନାହଁ | ଆମର ଜଣେ ପ୍ରସିଦ୍ଧ ବାଣୀସାଧକ ଶ୍ରୀ ଚିନ୍ତାମଣି ମହାନ୍ତି ଗୋଟିଏ କବିତାରେ ସ୍ମରଣ କରାଇ ଦେଇଥିଲେ, ”କିଏ ତୁମେ ଚିହ୍ନିତ କି ଆପଣାକୁ ଆପେ”| ଓଡିଆମାନଙ୍କୁ ବିରୁଦ୍ଧରେ ଆଉ ଏକ ଅଭିଯୋଗ-”ପରିଶ୍ରୀକାତରତା”| ଏହାକୁ କଙ୍କଡା ପ୍ରକୃତି ବୋଲି ନାମିତ କରାଯାଇଥାଏ |
Reviews
There are no reviews yet.