SPECIAL FEATURE INCLUDED:
ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଓଡିଶାର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ଅବିଭକ୍ତ ବମ୍ବେ ରାଜ୍ୟର ପ୍ରାକ୍ତନ ରାଜ୍ୟପାଳ, ଦୈନିକ ଓଡିଆ ଖବର କାଗଜ ପ୍ରଜାତନ୍ତ୍ର, ମାସିକ ସାହିତ୍ଯ ପତ୍ରିକା ଝଙ୍କାର, ପ୍ରତିଭା, ମୀନାବଜାର ଓ ବିଷୁବ ମଣ୍ଡପର ପ୍ରାଣ ପ୍ରତିଷ୍ଠାତା ଏବଂ ଯେଉଁ ମହାନ ଯୁଗସ୍ରଷ୍ଠାଙ୍କ ନିଷ୍ଠାଯୋଗୁ ଓଡିଆ ସାହିତ୍ଯ ଅଭୂତପୂର୍ବ ସାଫଲ୍ଯ ଲାଭ କଲା, ଅଗଣିତ କବି, ଲେଖକ, ପ୍ରାବନ୍ଧିକ, ସମାଲୋଚକ ସୃଷ୍ଟି ହେଲେ, ସେହି ମହାପୁରୁଷ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍କୃତି ଉଦ୍ଦେଶ୍ୟରେ ‘ଓଡିଶା ବିଶ୍ଵକୋଷ ଦର୍ପଣ’ ର ଦ୍ଵିତୀୟ ଭାଗ ଉତ୍ସର୍ଗ କରାଗଲା |
Reviews
There are no reviews yet.