10% OFF

ଓଡିଆ ବିଶ୍ଵକୋଷ ଦର୍ପଣ (ପ୍ରଥମ ଭାଗ)

295.00 265.00
trimurti

SHORT DESCRIPTION:

Biswakosa Foundation has Published this book Odia Biswakosha Darpan (Pratham Bhaga)for the Students. It has been devised according to the guidelines.

10 in stock

SKU: TBW-BF-OBD(PART-I)-OD Categories: , , ,

SPECIAL FEATURE INCLUDED:

ଓଡିଶା ଜାତୀୟ ସାହିତ୍ଯ ସ୍ରଷ୍ଟା, ଜାତୀୟ ଜୀବନ ଜିଜ୍ଞାସାର ଜନକ ଏବଂ ବିଶ୍ଵବାସୀ ମଣିଷର ବାସ୍ତବ କଥାକାର ସ୍ଵର୍ଗତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍କୃତି ଉଦ୍ଦେଶ୍ୟରେ ‘ ଓଡିଶା ବିଶ୍ଵକୋଷ ଦର୍ପଣ’ ର ପ୍ରଥମ ଭାଗ ଉତ୍ସର୍ଗ କରାଗଲା |

ଆମେ ଓଡିଶା | ଆମ ଭାଷା ଓଡିଶା | ଆମ ଭାଷା ଆମର ଗୌରବ | ଆମ ଭାଷାର ବିକାଶ ନ ଘଟିଲେ ଆମ ଜାତିର ବିକାଶ ଘଟିବା ସମ୍ଭବ ନୁହେଁ | କାରଣ କୌଣସି ଭାଷାର ବିକାଶ ବିନା କୌଣସି ଜାତିର ବିକାଶ କେବେ ଘଟେନି |

ତେଣୁ ଓଡିଶା ଭାଷାର ବିକାଶ ଘଟାଇ ଓଡିଆଜାତିର ଗୌରବକୁ ସୁଦୂରପ୍ରସାରୀ କରିବା ଆମର କର୍ତ୍ତବ୍ୟ |

Weight 0.364 kg
Dimensions 24.0 × 18.0 × 1.0 cm
LANGUAGE

Odia

PAGES

208

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

BISWAKOSA FOUNDATION

AUTHOR

Krupasindhu Biswal

Reviews

There are no reviews yet.

Be the first to review “ଓଡିଆ ବିଶ୍ଵକୋଷ ଦର୍ପଣ (ପ୍ରଥମ ଭାଗ)”

Your email address will not be published. Required fields are marked *