SPECIAL FEATURE INCLUDED:
ଛୋଟ ପିଲାମାନେ ଗପ ଶୁଣିବାକୁ ଭଲ ପାଆନ୍ତି | କାଳ୍ପନିକ ପରିରାଇଜ ଗପ, ଅସମ୍ଭବ କଥାର ଗପ, ଦୁଃସାହସିକ ଗପ ଆଦି ସେମାନଙ୍କୁ ଅଧିକ ଆକର୍ଷଣ କରିଥାଏ | ଗପଟିଏ ପଢିବାବେଳେ ବା ଶୁଣିବା ବେଳେ ସେମାନେ କଳ୍ପନା ଜଗତରେ ଭାସି ବୁଲନ୍ତି | ବାସ୍ତବିକ ଜଗତ ସମ୍ଭଦ୍ଧରେ ଅଧିକ ଜ୍ଞାନ ନ ଥିବାର ସେମାନେ ସେଇ ଅବସ୍ତବ କଥାକୁ କ୍ଷଣକ ପାଇଁ ବାସ୍ତବ ବୋଲି ଭାବି ଉତ୍ତେଜିତ, ପ୍ରଫୁଲ୍ଲିତ ଓ ମୋହିତ ହୋଇଥାନ୍ତି | ଏହା ପ୍ରକାରାନ୍ତରେ ସେମାନଙ୍କ କଳ୍ପନା ଶକ୍ତି ଋଦ୍ଧିମନ୍ତ କରେ | ଗପଟିର ବିଷୟବସ୍ତୁ ଯେତେ ଆକର୍ଷଣ ହୋଇନଥାଏ, ଗପଟିର କହିବା ଭଙ୍ଗି ଅଧିକ ଆକର୍ଷଣ ହୁଏ | ଅଭିଜ୍ଞ ବୟସ୍କ ଲୋକେ ଛୋଟ ପିଲାଙ୍କୁ ଏହିପରି ଗପ କହି ସେମାନଙ୍କର ସ୍ନେହଭାଜନ ହୋଇଥାନ୍ତି |












Reviews
There are no reviews yet.