10% OFF

ଜୀବନପାତ୍ର

230.00 207.00
trimurti

SHORT DESCRIPTION:

Vidyapuri has Published this book Jiban Patra for the Students. It has been devised according to the guidelines.

 

10 in stock

SKU: TBW-VIDYAPURI-JIBAN(PATRA)-OD Categories: , , ,

SPECIAL FEATURE INCLUDED:

ବୁଲୁ ଭର୍ତ୍ତି ହୋଇ ନ ଥିଲା ବଡ ଡାକ୍ତରଖାନାରେ କିମ୍ବା କୌଣସି ନର୍ସିଙ୍ଗ ହୋମରେ | ସେ ପ୍ରକାର ସୁଯୋଗ ପାଇ ନ ଥିଲା ସେ | ଅନ୍ୟ ପ୍ରକାର କହିଲେ, ସେମିତି ସୁଯୋଗ ଆସିଲା ନାଇଁ ତା’ପାଖକୁ | ବୁଲୁର ଜୀବନୀ ଆଉ କ’ଣ କି ? ସୁଯୋଗ ଧରା-ଛୁଆଁ ଦେଲା ନାଇଁ | ଅନ୍ତତ ଘଟିଥାନ୍ତା ଗୋଟିଏ ଘଟଣା; ଯାହା ପାଇବାକୁ ସେ ଏତେ ଆତୁର ହେଉଥିଲା | ଧା-ଦଉଡ କରୁଥିଲା | ଚାକିରି ଉପରେ ଆସୁଥିଲା ଆଞ୍ଚ | କଟି ଯାଉଥିଲା ଦରମା | ଚେତାବନୀ, ଧମକ ଶୁଣିବାକୁ ପଡୁଥିଲା ତାକୁ | ଖୁବ ବେଶି କେୟାର କର ନ ଥିଲା ଏ ସବୁକୁ | ଗୋଟେ ସମ୍ଭାବନା ପଛରେ ଅଣନିଃଶ୍ଵାସୀ ହୋଇ ଧାଃଇଁବା ; କାଳେ ମିଳିବ ସୁଫଳ | ଧାପେ ଆଶା | କିଏ ବା ଏଠାରେ ଆଶାକରେ  ନାଇଁ ? ସମ୍ଭାବନା ଓ ଆଶା | କିଏ ବା ଏଠାରେ ଆଶାକରେ ନାଇଁ ? ସମ୍ଭାବନା ଓ ଆଶା | ଏଣେ, କିଛି ଅନକୁଳ ଘଟୁ ନାଇଁ ବୋଲି ଚରମ ବିଷାଦ | ଚୂଡାନ୍ତ ଅବସାଦ |

Weight 0.207 kg
Dimensions 21.5 × 13.8 × 1.0 cm
LANGUAGE

Odia

PAGES

302

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

VIDYAPURI PUBLISHED

AUTHOR

Ram Chandra Behera

Reviews

There are no reviews yet.

Be the first to review “ଜୀବନପାତ୍ର”

Your email address will not be published. Required fields are marked *