SPECIAL FEATURE INCLUDED:
ପ୍ରଥମ, ଦ୍ଵିତୀୟ ଶ୍ରେଣୀରେ ପଢିଲା ବେଳେ ବୋଉ ପାଖରେ ବସି ତା’ର ଗପ ଲେଖା ଓ ରେଡିଓରୁ ଶିଶୁ ସଂସାରରେ ପ୍ରସାରିତ ଗଳ୍ପ ତଥା ବିଭିନ୍ନ କାର୍ଯ୍ୟକ୍ରମ ମତେ ଲେଖିବାକୁ ପ୍ରେରଣା ଦେଇଥିଲା | ତେଣୁ ମୁଁ ଲେଖିଲି କେତେକ ଗଳ୍ପ | ସେଗୁଡିକ ଏକତ୍ର ହୋଇ ପ୍ରକାଶ ପାଇଲା ଗଳ୍ପ ସଂକଳନ ସରଗ ଚାନ୍ଦ ୨୦୦୩ ମସିହାରେ | ପରେ ବିଭିନ୍ନ ମହାତ୍ମା ମାନଙ୍କ ଜୀବନୀକୁ ନେଇ ଆମ ମୁଖ୍ୟମନ୍ତ୍ରୀ, ମୁକ୍ତି ସଂଗ୍ରାମର କାରାଗାରରେ ଉତ୍କଳର ନାରୀ , ସ୍ମରଣୀୟ ପ୍ରତିଭା ପୁସ୍ତକ ପ୍ରକାଶ ପାଇଲା |
Reviews
There are no reviews yet.