SPECIAL FEATURE INCLUDED:
ପ୍ରାଥମିକ ଚିକିତ୍ସା ଏବକାର ବ୍ୟବସ୍ଥା ନୁହେଁ | କ୍ଷତ ସ୍ଥାନଗୁଡିକୁ ଆବୃତି କରି ରଖିବା ନିମନ୍ତେ ପୁରାତନ ଇଜିପ୍ଟର ଅଧିବାସୀମାନେ ଲିନେନ ତଥା ତୁଳାକନାକୁ ବ୍ୟାଣ୍ଡେଜ ଭାବରେ ବ୍ୟବହାର କରୁଥିଲେ | ତେବେ ସେହି ବ୍ୟାଣ୍ଡେଜରେ ସେମାନେ ବୋଲି,ଦେଉଥିଲା ମହୁ ଓ ‘ମିର’ ନାମକ ସୁଗନ୍ଧଯୁକ୍ତ ଏକ ପ୍ରକାରର ଅଠାଳିଆ ଝୁଣା | ଖ୍ରୀଷ୍ଟପୂର୍ବ ୨୫୦୦ ବେଳକୁ ଭଙ୍ଗାହାଡକୁ ଯୋଡି କରି ରଖିବା ନିମନ୍ତେ ସେମାନେ ବ୍ୟବହାର କରୁଥିଲେ ତାଳଗଛର ଟାଣୁଆ ତନ୍ତୁ |
୧୮୩୮ ମସିହା ପାଖାପାଖି ସମୟରେ ଆମେରିକାର ରବର୍ଟ ସୁମେକାର ନାମକ ଜଣେ ବ୍ୟକ୍ତି ଏକ ଧରଣର ଅଠାଳିଆ ପ୍ଲାଷ୍ଟର ପ୍ରସ୍ତୁତ କରିଥିଲେ | ଏହାପରେ ୧୯୨୦ ଦଶକରେ ଆମେରିକାର ଜନସନ ଆଣ୍ଡ ଜନସନ କମ୍ପାନୀ ପ୍ରଚଳନ କରେ ବ୍ୟାଣ୍ଡ-ଏଡ |
Reviews
There are no reviews yet.