10% OFF

ବୈଜ୍ଞାନିକ ଜ୍ଞାନକୋଷ ଦ୍ଵିତୀୟ ଭାଗ [ନ-କ୍ଷ]

1,000.00 900.00
trimurti

SHORT DESCRIPTION:

Vidyapuri has Published this book Baijnanika Jnanakosha for the Students. It has been devised according to the guidelines.

10 in stock

SKU: TBW-VIDYAPURI-BG(PART-II)-OD Categories: , , ,

SPECIAL FEATURE INCLUDED:

  1. ଏହା ସ୍ପଟିକାକାର, ଷଟକୌଣିକ, ଧୁସରିଆ କଳା ରଙ୍ଗର ପଦାର୍ଥ ଓ ଏହାର ଧାତବ ଔଜ୍ଜ୍ୱଲ୍ୟ ଅଛି |
  2. ଏହାର ଆପେକ୍ଷିକ ସାନ୍ଦ୍ରତା-2200kg/m
  3. ଗ୍ରାଫାଇଟ ହୀରା ଅପେକ୍ଷା ହାଲୁକା |
  4. ଏହା ନରମା, ହାତରେ ଘଷିଲେ ମସୃଣ ଓ ପିଚ୍ଛିଳ ଜଣାପଡେ, ଏହି ମସୃଣ ପ୍ରକୃତି ଯୋଗୁ ଗ୍ରାଫାଇଟ ପିଚ୍ଛିଳକାରକ ଭାବରେ ବ୍ୟବହାର ହୁଏ |
  5. ଏହା ବିଦ୍ୟୁତର ସୁପରିବାହୀ | ଏଥିରେ ଅନେକ ମୁକ୍ତଇଲେକଟ୍ରନ ଥିବାରୁ ଏହା ବିଦ୍ୟୁତଶକ୍ତିକୁ ସହଜରେ ବୋହିନିଏ | ଏହାକୁ ପେନସିଲ ଦଣ୍ଡରେ ସୀସା ରୂପେ ବ୍ୟବହାର କରାଯାଏ ଏବଂ ଧାତୁ ନିଷ୍କାସନ ବେଳେ ଏହାକୁ ମେରୁ ଅଗ୍ରରୂପେ ବ୍ୟବହାର କରାଯାଏ |
  6. ପରମାଣୁ ରିଆକ୍ଟରରେ ମନ୍ଦକ ରୂପେ ଗ୍ରାଫାଇଟ ଦଣ୍ଡକୁ ଆଣବିକ ଗବେଷଣା କେନ୍ଦ୍ରରେ ବ୍ୟବହାର କରାଯାଏ | ଗ୍ରାଫାଇଟ ସାଧାରଣତଃ ତାପ ପରିବାହୀ |

 

Weight 1.500 kg
Dimensions 24.5 × 19.0 × 4.0 cm
LANGUAGE

Odia

PAGES

1712

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

VIDYAPURI PUBLICATIONS

Reviews

There are no reviews yet.

Be the first to review “ବୈଜ୍ଞାନିକ ଜ୍ଞାନକୋଷ ଦ୍ଵିତୀୟ ଭାଗ [ନ-କ୍ଷ]”

Your email address will not be published. Required fields are marked *