10% OFF

ଭାରତୀୟ ରାଷ୍ଟ୍ରୀୟ ବ୍ଯବସ୍ଥା (Indian Polity) ୨୦୨୫-୨୬

295.00 265.00
trimurti

SHORT DESCRIPTION:

AK Mishra has Published this book Indian Polity for the Students. It has been devised according to the guidelines.

10 in stock

SPECIAL FEATURE INCLUDED:

ରାଜ୍ୟନୀତି ବିଜ୍ଞାନ ବିଭାଗର ଉଭୟ ସମ୍ମାନ ଏବଂ ଇଚ୍ଛାଧୀନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଧୟନ ନିମନ୍ତେ ‘ ଭାରତୀୟ ରାଷ୍ଟ୍ରୀୟ ବ୍ୟବସ୍ଥା’ (ପ୍ରଥମ ଭାଗ) ପୁସ୍ତକଟି ଉଦ୍ଦିଷ୍ଟ | ଏହି ଗ୍ରନ୍ଥଟିକୁ ରଚନା କରିବା ନିମନ୍ତେ ମୋତେ ଭାରତୀୟ ଶାସନ ବ୍ୟବସ୍ଥାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବାକୁ ପଡିଛି | ବହୁ ଶ୍ରମ ସ୍ଵୀକାର କରି ସେସବୁର ନିଷ୍କର୍ଷକୁ ଏହି ପୁସ୍ତକଟି ଉପସ୍ଥାପନ କରିଛି | ଭାରତୀୟ ରାଷ୍ଟ୍ରୀୟ ବ୍ୟବସ୍ଥାର ଚିତ୍ର ଉପସ୍ଥାପନା କରିବାକୁ ଯାଇ ଏଥିରେ ଆମର ଜାତୀୟ ଆନ୍ଦୋଳନ, ସାମ୍ପ୍ରତିକ ଶାସନ ପ୍ରଣାଳୀ ତଥା ବିଭିନ୍ନ ରାଜନୈତିକ ସଂଗଠନ ଆଦି ଅନେକ ବିଷୟକୁ ବିଶ୍ଳେଷଣ କରିଛି | ଅନୁଶୀଳନ ଶ୍ରଦ୍ଧେୟ ଛାତ୍ରଛାତ୍ରୀଗଣ ହୃଦୟଙ୍ଗମ କଲେ ହଁ ମୋର ଶ୍ରମ ସାର୍ଥକ ହେବ |

Weight 0.555 kg
Dimensions 23.5 × 17.3 × 2.0 cm
ISBN

9789385342363

LANGUAGE

English

PAGES

432

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

A.K. MISHRA

AUTHOR

Dr. Arun Kumar Behera

Reviews

There are no reviews yet.

Be the first to review “ଭାରତୀୟ ରାଷ୍ଟ୍ରୀୟ ବ୍ଯବସ୍ଥା (Indian Polity) ୨୦୨୫-୨୬”

Your email address will not be published. Required fields are marked *