SPECIAL FEATURE INCLUDED:
ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଶାସନ ବ୍ୟବସ୍ଥା ବେଶ ବ୍ୟାପକ | ତା’ର ଅନୁଶୀଳନ ମଧ୍ୟ ହୃଦୟଗ୍ରାହୀତା ଉପରେ ନିର୍ଭରଶୀଳ | ସହୃଦୟ ପାଠକ ତାକୁ ଏକ ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ଚିନ୍ତାଧାରାଦ୍ଵାରା ପାଠ କରେ | ପାଠ କର ମନୋବୃତ୍ତି ଏବଂ ରାଜନୀତି ବିଜ୍ଞାନକୁ ଭଲ ପାଇବାର ଏକ ପ୍ରବଣତାର ଏହି ‘ଭାରତ ସରକାର ଓ ରାଜନୀତି’ ପୁସ୍ତକର ସୃଷ୍ଠି | ମାତୃଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ପ୍ରଦାନ କରିବାପାଇଁ ‘ କୋଠରୀ କମିଶନ’ ଙ୍କ ବୈପ୍ଳବିକ ସୁପାରିସ, ଅନ୍ଯାନ୍ଯ ପ୍ରାନ୍ତୀୟ ଭାରତୀୟ ଭାଷା ଭଳି ଓଡିଶାରେ ଓଡିଆ ଭାଷାରେ ପାଠ୍ୟ ପୁସ୍ତକ ରଚନା ଏବଂ ଉଚ୍ଚଶିକ୍ଷା ସ୍ତରରେ ଶିକ୍ଷାଦାନ ଭଳି ସୁଚିନ୍ତିତ ପଦକ୍ଷେପ ଫଳରେ ପ୍ରାୟ ସବୁ ବିଷୟରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ଗୁରୁତ୍ଵ ଦିଆଯାଇଛି |












Reviews
There are no reviews yet.