ଯୋଗାସନ

125.00
trimurti

SHORT DESCRIPTION:

Satyanarayan Book Store has Published this book Yogasana for the students.It has been devised according to the guidelines.

10 in stock

SKU: TBW-SBS-YOGASANA(OD) Categories: , , ,

SPECIAL FEATURE INCLUDED:

ଯୋଗ ଶଦ୍ଦର ଅର୍ଥ ହେଉଛି ମିଶାଇବା | ସାଧାରଣ ଗାଣିତକ ଅର୍ଥରେ ତାହା ମିଶାଇବା ବୋଲି ବୁଝାଯାଉଥିଲେ ମଧ୍ୟ ଆଧ୍ୟତ୍ମିକା ଅର୍ଥରେ ଏହା ଆତ୍ମାସହିତ ପରମାତ୍ମାକୁ ମିଶାଇବା ଅର୍ଥରେ ବ୍ୟବହୃତ ହୁଏ | ଶ୍ରୀମଦଭଗବତ ଗୀତାରେ ପ୍ରତ୍ଯେକ ଅଧ୍ୟାୟକୁ ଏକ ଯୋଗ ନାମରେ ଚିହ୍ନିତ କରାଯାଇଛି | ପୁନଶ୍ଚ ଯୋଗ ଅର୍ଥପ୍ରକାଶ ପାଇଁ କୁହାଯାଇଛି ‘ ଯୋଗକର୍ମସୁ କୌଶଳୀ’ | ଅର୍ଥାତ ଯୋଗ କର୍ମର କୈଳାଶ; ବା କେଉଁ ଉପାୟରେ କର୍ମକଲେ ତାହା ଉପଯୁକ୍ତ କର୍ମହେବ ତାହା କୁହାଯାଇଛି | ପୁନଶ୍ଚ ଅଷ୍ଟମ ଅଧ୍ୟାୟରେ ‘ଯୋଗକ୍ଷେମ’ କଥା କୁହାଗଲା ବେଳେ ଯୋଗ ବୋଇଲେ ଆପ୍ରାପ୍ତ ବସ୍ତୁକୁ ପ୍ରାପ୍ତ କରିବା ଏବଂ କ୍ଷେମ ବୋଇଲେ ପ୍ରାପ୍ତ ବସ୍ତୁକୁ ରକ୍ଷାକରିବା ଅର୍ଥରେ ବ୍ୟବହାର କରାଯାଇଛି | ଅତଏବ ଯୋଗ ଏକ ବିଶେଷ ସଂଜ୍ଞା ନିର୍ଦ୍ଧାରଣ କରୁଛି |

ଏହା ସାଧାରଣତ ମିଶାଣ ବୋଲି ବୁଝାଇ ଆଧ୍ୟାତ୍ମ ଅର୍ଥରେ ଆତ୍ମା ପରମାତ୍ମା ସହିତ ମିଶାଇବାର ପ୍ରଣାଳୀକୁ ଦର୍ଶାଉଛି |

Weight 0.123 kg
Dimensions 18.0 × 12.3 × 1.0 cm
LANGUAGE

Odia

PAGES

144

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

SATYANARAYAN BOOK STORE

AUTHOR

Deba Chandra Mohapatra

Reviews

There are no reviews yet.

Be the first to review “ଯୋଗାସନ”

Your email address will not be published. Required fields are marked *