CONTENTS:
୧ମ ପରିଚ୍ଛେଦ
ଲୋକବିଦ୍ୟା / ସଂସ୍କୃତି : ସଂଜ୍ଞା, ସ୍ଵରୂପ ଓ ପ୍ରକାରଭେଦ ସଂଜ୍ଞା ଓ ସ୍ବରୂପ – ପରିସର ଓ ପ୍ରକାରଭେଦ – ଲୋକବିଦ୍ୟା ଓ କସାହିତ୍ୟ ।
୨ୟ ପରିଚ୍ଛେଦ କ୍ଷେତ୍ର ଅଧ୍ୟୟନ : ପ୍ରୟୋଜନ, ପ୍ରସ୍ତୁତି ଓ ପଦ୍ଧତି
ପ୍ରୟୋଜନ ଓ ଉଦ୍ଦେଶ୍ୟ – ପ୍ରାରମ୍ଭିକ ପ୍ରସ୍ତୁତି – ସଂଗ୍ରହକାଳୀନ କେତେକ ନିୟମ – କ୍ଷେତ୍ରୀୟ ଉପାଦାନ – କ୍ଷେତ୍ର ଅଧ୍ୟୟନ ଓ ଉପାଦାନ ସଂଗ୍ରହ – ସଂଗୃହୀତ ଉପାଦାନର ବର୍ଗୀକରଣ, ଉପସଂହାର ।
୩ୟ ପରିଚ୍ଛେ ରିଚ୍ଛେଦ ଲୋକବିଦ୍ୟା ଅଧ୍ୟୟନର ଇତିହାସ
ବିଶ୍ବରେ ଲୋକବିଦ୍ୟା ଚର୍ଚ୍ଚା – ଭାରତରେ ଲୋକବିଦ୍ୟା ଚର୍ଚ୍ଚା – ଊନବିଂଶ ଶତାବ୍ଦୀରେ ଲୋକବିଦ୍ୟା ଚର୍ଚ୍ଚା – ବିଂଶ ଶତକରେ ଲୋକବିଦ୍ୟା ଚର୍ଚ୍ଚା – ଓଡ଼ିଶାରେ ଲୋକବିଦ୍ୟା ଚର୍ଚ୍ଚାର ଇତିହାସ – ସ୍ୱାଧୀନତା ପୂର୍ବବତ୍ତୀକାଳ – ସ୍ୱାଧୀନତା ପରବର୍ତ୍ତୀ କାଳ ।
४ର୍ଥ ପରିଚ୍ଛେଦ ଅଧ୍ୟୟନ ପଦ୍ଧତି ଓ ବିଭିନ୍ନ ମତବାଦ
ଲୋକବିଦ୍ୟା ଓ ଭାଷାତତ୍ତ୍ଵ – ସୌରପୁରାତାତ୍ତ୍ୱିକ ମତବାଦ ତୁଳନାତ୍ମକ ପଦ୍ଧତି – ଅଭିଯାତ୍ରା ବା ସଞ୍ଚରଣ ମତବାଦ ଐତିହାସିକ–ଭୌଗୋଳିକ ପଦ୍ଧତି – ନୃ-ତାତ୍ତ୍ୱିକ ମତବାଦ – ମନଃ ସମୀକ୍ଷଣ | ମନସ୍ତାତ୍ତ୍ୱିକ ପଦ୍ଧତି – ବ୍ୟାବହାରିକ ଉପଯୋଗ ବାଦ ବା ପ୍ରକାର୍ଯ୍ୟବାଦୀ ସିଦ୍ଧାନ୍ତ – ନନ୍ଦନ ଚନ୍ଦନ ତତ୍ତ୍ବଗ ସଂରଚନାପଦ୍ଧତି – ପ୍ରୟଙ୍କ ଲେଭିଷ୍ଟ୍ରସ୍ଙ୍କ କ୍ଷେତ୍ରରେ ଗତ ପଦ୍ଧତି ସଂରଚନାତ୍ମକ ବି ବିଶ୍ଳେଷଣ ତ୍ମକ ବିଶ୍ଲେଷଣ * ସଂରଚନାତ୍ମକ ବିଶ୍ଳେଷଣ – ସଂରଚନାତ୍ମକ ନିକିପୋର୍ବ ଓ ଚମସ୍କି ( ଓ ଚମସ୍କି – ପ୍ରସଙ୍ଗଭିଭିକ ଅଧୟନ ।

















Reviews
There are no reviews yet.