10% OFF

ଶ୍ରୀ ଜଗନ୍ନାଥ ପର୍ବପର୍ବାଣି ସେବାପୂଜା (ଯାନିଯାତ୍ରା, ସେବା,ନିଯୋଗ,ପୂଜା ଓ ଉପାସନା)

350.00 315.00
trimurti

SHORT DESCRIPTION:

Odisha Book Store has Published this book Shree Jagannath for the students. It has been devised according to the guidelines.

10 in stock

SKU: TBW-OBS-SHREE-JAGAN(OD) Categories: , , ,

SPECIAL FEATURE INCLUDED:

ଶ୍ରୀ ଜଗନ୍ନାଥଙ୍କ ପର୍ବପର୍ବାଣି, ସେବାନିଯୋଗ ତଥା ପୂଜା, ଆରାଧନା, ବ୍ରହ୍ମା ତାଙ୍କୁ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା ଦିନଠାରୁ ପ୍ରଚଳିତ ହୋଇଆସୁଛି | ଜଗନ୍ନାଥ ନିଖିଳ ଲୋକହିତ ତଥା ବିଶ୍ବାସନିମିତ୍ତ ପ୍ରତିବର୍ଷ ଯାତ୍ରା ସମୂହକୁ ପ୍ରବର୍ତ୍ତନ କରିଛନ୍ତି | ” ବିଶ୍ଵାସାୟ  ଦୁରାତ୍ମନାମ ଯାତ୍ରା ଏବଂ ବିପ୍ରା ବର୍ଷେ ବର୍ଷେ ପ୍ରବର୍ତୟେତ” ବୋଲି ସ୍କନ୍ଦପୁରାଣ ଉତ୍କଳଖଣ୍ଡର ମତ | ବ୍ରହ୍ମା ତାଙ୍କ ଆଦେଶରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ନାରଦଙ୍କ ସହିତ ସର୍ବବିଧି ମହୋତ୍ସବର ପ୍ରଚଳନ କରିଛନ୍ତି | ତତ୍ପରେ ଉତ୍କଳର ରାଜା, ସାଧୁସନ୍ଥ ତଥା ବୈଷ୍ଣବମାନେ ଯାନୀଯାତ୍ରାର ସଂଖ୍ୟା ବୃଦ୍ଧି କରିଥିବାର ଇତିହାସ କୁହେ | ଏହି ଯାତ୍ରୀମାନଙ୍କୁ ମଧ୍ୟରୁ ଦ୍ଵାଦଶ ଯାତ୍ରା ପ୍ରଧାନ ଅଟେ |

Weight 0.277 kg
Dimensions 20.5 × 14.0 × 1.5 cm
LANGUAGE

English

PAGES

384

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

Odisha Book Store

AUTHOR

Sree Asutosh Nayak

Reviews

There are no reviews yet.

Be the first to review “ଶ୍ରୀ ଜଗନ୍ନାଥ ପର୍ବପର୍ବାଣି ସେବାପୂଜା (ଯାନିଯାତ୍ରା, ସେବା,ନିଯୋଗ,ପୂଜା ଓ ଉପାସନା)”

Your email address will not be published. Required fields are marked *