2% OFF

ସାହିତ୍ୟର କାୟାକଳ୍ପ

280.00 275.00
trimurti

SHORT DESCRIPTION:

Sahityara Kayakalpa” (เจิด ค) is a book written by Dr. Benudhar Padhi. It falls under the genre of criticism and essay in Odia literature. The title, “Kayakalpa,” translates to “transformation” or “rejuvenation,” suggesting that the book likely explores the evolution, changes, or perhaps even a proposed revitalization of literature, specifically Odia literature.As a work of criticism and essay, it would delve into various aspects of literary theory, analysis of existing literary works, or discussions on the direction and future of literature.

10 in stock

CONTENTS:

ପ୍ରଥମ ଅଧ୍ୟାୟ : ସାହିତ୍ୟ ସୃଷ୍ଟିର ପୃଷ୍ଠଭୂମି

ସାହିତ୍ୟର ସଂଜ୍ଞା, ସ୍ଵରୂପ ଓ ପରିସର : ସାହିତ୍ୟ ଓ ସମୟ, ସାହିତ୍ୟ ଓ ସତ୍ୟ, ସାହିତ୍ୟ ଓ ଜୀବନ, ସାହିତ୍ୟ ଓ ସମାଜ, ସାହିତ୍ୟ ଓ ସ୍ଵପ୍ନ, ସାହିତ୍ୟ ଓ ଅର୍ଥନୀତି, ସାହିତ୍ୟ ଓ ରାଜନୀତି, ସାହିତ୍ୟ ଓ ଇତିହାସ, ସାହିତ୍ୟ ଓ ଦର୍ଶନ, ସାହିତ୍ୟ ଓ ମୂଲ୍ୟବୋଧ, ସାହିତ୍ୟ ଓ ସୌନ୍ଦର୍ଯ୍ୟ, ସାହିତ୍ୟ ଓ ବିଜ୍ଞାନ, ସାହିତ୍ୟ ଓ ଶୈଳୀ (ବୁଦ୍ଧିତତ୍ତ୍ବ, ଭାବତତ୍ତ୍ଵ) ସୌନ୍ଦର୍ଯ୍ୟତତ୍ତ୍ଵ, ବ୍ୟକ୍ତି ସଭା ଓ ଶୈଳୀ)

ଦ୍ବିତୀୟ ଅଧ୍ୟାୟ : କାବ୍ୟ ଓ କବିତା

(କ) ମହାକାବ୍ୟ :

ମହାକାବ୍ୟର ସଂଜ୍ଞା ଓ ସ୍ୱରୂପ, ପାଶ୍ଚାତ୍ୟ ପରମ୍ପରାରେ ମହାକାବ୍ୟ, ମହାକାବ୍ୟର ଶ୍ରେଣୀ ବିଭାଗ : ଅକୃତ୍ରିମ ମହାକାବ୍ୟ, ଔପଚାରିକ ମହାକାବ୍ୟ, ମୌଖୁକ ମହାକାବ୍ୟ, ବିଦ୍ରୂପାତ୍ମକ ମହାକାବ୍ୟ

(ଖ) କାବ୍ୟ :

ପ୍ରାଚ୍ୟ କାବ୍ୟରୀତିର ସଂଜ୍ଞା ଓ ସ୍ଵରୂପ, ପରମ୍ପରା ଓ ଶ୍ରେଣୀ ବିଭାଗ :

(୧) ପୌରାଣିକ କାବ୍ୟ (ପୁରାଣ କାବ୍ୟ, ପୁରାଣଭିରିକ କାବ୍ୟ ରାମକାବ୍ୟ, କୃଷ୍ଣକାବ୍ୟ)

(୨) ଆଖ୍ୟାୟିକା କାବ୍ୟ (କାଳ୍ପନିକ କାବ୍ୟ, ଐତିହାସିକ କାବ୍ୟ, ଅନୂଦିତ କାବ୍ୟ)

(୩) ଖଣ୍ଡ କାବ୍ୟ

Weight 0.300 kg
Dimensions 21.5 × 13.5 × 1.5 cm
LANGUAGE

Odia

PAGES

328

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

Prachi Sahitya Pratisthan

AUTHOR

Dr. Benudhar Padhi

Reviews

There are no reviews yet.

Be the first to review “ସାହିତ୍ୟର କାୟାକଳ୍ପ”

Your email address will not be published. Required fields are marked *