10% OFF

Somdevanka Kathasaritsagar (ସୋମଦେବ ଙ୍କ କଥାସରିତସାଗର)

1,000.00 900.00
trimurti

SHORT DESCRIPTION:

Vidyapuri has published this book Somdevanka Kathasaritsagar for the students. It has been devised according to the guideline.

 

10 in stock

SKU: TBW-VIDYAPUR-SK(ODIA) Categories: , , ,

CONTENTS:

ପ୍ରଥମ ତରଙ୍ଗ – ଶିବ ପାର୍ବତୀ କଥୋପକଥନ, ପାର୍ବତୀଙ୍କ ମାନଭଞ୍ଜନ, ପୁଷ୍ପଦନ୍ତକୁ ପାର୍ବତୀଙ୍କ ଅଭିଶାପ ଓ ଅନ୍ୟାନ୍ୟ ପ୍ରସଙ୍ଗ ।

ଦ୍ଵିତୀୟ ତରଙ୍ଗ – ବରରୁଚି, ତାଙ୍କର ଗୁରୁ ବର୍ଷ ତଥା ସହପାଠୀ ବ୍ୟାଡ଼ି ଓ ଇନ୍ଦ୍ରଦତ୍ତଙ୍କର କଥା, ଦୁଇ ବ୍ରାହ୍ମଣଙ୍କ କଥା, ବର୍ଷ ଓ ଉପବର୍ଷଙ୍କ କଥା ।

ତୃତୀୟ ତରଙ୍ଗ – ପାଟଳିପୁତ୍ର ନଗରର କଥା, ରାଜା ବ୍ରହ୍ମଦତ୍ତଙ୍କ କଥା, ପାଟଳିପୁତ୍ର ନଗର ସ୍ଥାପନ କଥା ।

ଚତୁର୍ଥ ତରଙ୍ଗ – ବରରୁଚି ଓ ଉପକେଶାଙ୍କ କଥା ।

ପଞ୍ଚମ ତର ରଙ୍ଗ – ଶିବଶର୍ମା କଥା, ବରରୁଚିଙ୍କ କଥା ।

ଷଷ୍ଠ ତରଙ୍ଗ – ଗୁଣାତ୍ମ୍ୟଙ୍କ କଥା, ମୂଷା ବେପାରୀ କଥା, ସାମବେଦ ଗାୟକ ଏବଂ ବେଶ୍ୟାମାନଙ୍କ କଥା, ମାୟା ଉଦ୍ୟାନ କଥା, ସାତବାହନଙ୍କ ଇତି କଥା ।

ସପ୍ତମ ତରଙ୍ଗ – ସପ୍ତମ ନବ ବ୍ୟାକରଣର ଉତ୍ପତ୍ତି କଥା, ଗୁଣାଜ୍ୟଙ୍କର କଥା, ପୁଷ୍ପଦନ୍ତ ଚରିତ, ଇନ୍ଦ୍ର ଓ ଶିବିରାଜାଙ୍କ କଥା, ପୁଷ୍ପଦନ୍ତ ଚରିତର ଶେଷ ଅଂଶ, ମାଲ୍ୟବାନ ଚରିତ ।

ଅଷ୍ଟମ ତରଙ୍ଗ – ଗୁଣାଢ଼ୀଙ୍କର ଦେହତ୍ୟାଗ ଓ ସାତବାହନଙ୍କର ବୃହତ୍‌ କ‌ଥା ପ୍ରଚାର ।

ଦ୍ଵିତୀୟ ସରିତ ‌: ଉଦୟନ

ପ୍ରଥମ ତରଙ୍ଗ – ବତ୍ସରାଜ ଉଦୟନଙ୍କ କଥା ।

ଦ୍ଵିତୀୟ ତରଙ୍ଗ – ଶ୍ରୀଦର ଓ ମୃଗାଙ୍କବତୀଙ୍କ କଥା ।

ତୃତୀୟ ତର ରଙ୍ଗ – ରାଜା ଚଣ୍ଡମହାସେନଙ୍କ ବୃତ୍ତାନ୍ତ ।

ଚତୁର୍ଥ ତରଙ୍ଗ  – ରୂପଣିକା କଥା ।

ପଞ୍ଚମ ତରଳ ତରଙ୍ଗ – ଦେବସ୍ମିତା କଥା, ଚେଲୀର ଚାଲବାଜି କଥା, ଶକ୍ତିମତୀ ଓ ତା’ ସ୍ଵାମୀର କଥା ।

ଷଷ୍ଠ ତରଙ୍ଗ – ବିନଷ୍ଟକର କଥା, ରୁରୁ ଓ ପ୍ରମଦ୍‌ଦ୍ଵରାଙ୍କ କଥା ।

ତୃତୀୟ ସରିତ : ଲାବାଣକ

ପ୍ରଥମ ତରଙ୍ଗ – ବୁଦ୍ଧିମାନ୍ ବୈଦ୍ୟ କଥା, ଭଣ୍ଡ ବାବାଜି କଥା, ଉନ୍ମାଦିନୀ କାହାଣୀ, ବିରହ ବେଦନାରେ ମରିଥୁବା ଦୁଇ ପ୍ରେମିକ ପ୍ରେମିକାଙ୍କ କାହାଣୀ, ପୁଣ୍ୟସେନ କାହାଣୀ, ସୁନ୍ଦ ଓ ଉପସୁନ୍ଦଙ୍କ କାହାଣୀ ।

ଦ୍ଵିତୀୟ ତରଙ୍ଗ – କୁନ୍ତୀଙ୍କ କାହାଣୀ ।

ତୃତୀୟ ତରଙ୍ଗ – ଉର୍ବଶୀଙ୍କ କାହାଣୀ, ବିହିତସେନ କାହାଣୀ, ସୋମପ୍ରଭା ବୃତ୍ତାନ୍ତ, ଅହଲ୍ୟା ଉପାଖ୍ୟାନ ।

 

Weight 1.638 kg
Dimensions 24.5 × 16 × 6 cm
ISBN

9788174115285

LANGUAGE

Odia

PAGES

1146

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

VIDYAPURI PUBLICATIONS

Reviews

There are no reviews yet.

Be the first to review “Somdevanka Kathasaritsagar (ସୋମଦେବ ଙ୍କ କଥାସରିତସାଗର)”

Your email address will not be published. Required fields are marked *