10% OFF

Swadhinata Parabartee Pramukha Odia Upanyasa (ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ ଓଡ଼ିଆ ଉପନ୍ୟାସ)

650.00 585.00
trimurti

SHORT DESCRIPTION:

“Swadhinata Parabartee Pramukha Odia Upanyasa (1947-2020)” by Dr. Brahmananda Khuntia is a critical work that explores the world of influential Odia novels published between 1947 and 2020. The book is a valuable resource for anyone interested in Odia literature, as it provides a comprehensive look at the evolution of the novel form in Odisha during a crucial period of its history. It is a work of literary criticism that examines the major themes, styles, and authors that have shaped post- independence Odia fiction.

10 in stock

SKU: TBW-PSP-SPPOU-OD-R Categories: , , ,

CONTENTS:

ମୁଖବନ୍ଧ ( ପ୍ରସଙ୍ଗ : ଉପନ୍ୟାସ)

ପ୍ରଥମ ପ୍ରସଙ୍ଗ :

ଉପନ୍ୟାସ ସ୍ରଷ୍ଟା ଗୋପୀନାଥ ମହାନ୍ତି (୧୯୧୪-୧୯୯୧) (ମାଟି ମଟାଳ, ପରଳା, ଅମୃତର ସନ୍ତାନ, ଦାନାପାଣି, ଲୟବିଲୟ)- ‘ମାଟି ମଟାଳ’ ଉପନ୍ୟାସ – ଭାରତୀୟ ଗ୍ରାମ୍ୟ ଜୀବନ ଓ ସଂସ୍କୃତିର କ୍ଲାସିକ ପ୍ରତିରୂପ, ‘ପରଳା’ ଉପନ୍ୟାସରେ ଆଦିବାସୀ ସଂସ୍କୃତିର ପରିଚର୍ଯ୍ୟା ଓ ପ୍ରତିହିଂସାର ସ୍ୱରୂପ, ‘ଅମୃତର ସନ୍ତାନ’ ଉପନ୍ୟାସରେ ଆଦିବାସୀ ସଂସ୍କୃତିର ଚିତ୍ର ଓ ଜୀବନବୋଧର ଅଭୀପ୍‌ସା, ଆଧୁନିକ ଚାକିରିଜୀବୀ ମଣିଷର ସ୍ଵପ୍ନ-ସମୃଦ୍ଧି ଓ ସଙ୍କଟବୋଧର ଭାବ ଚିତ୍ର ‘ଦାନାପାଣି’, ମନସ୍ତାତ୍ତ୍ୱିକ ଚେତନା ପ୍ରବାହ ଭିରିକ ଉପନ୍ୟାସ ‘ଲୟବିଲୟ ’-ସୀମାବଦ୍ଧତା ଓ ମୁକ୍ତିର ସ୍ୱପ୍ନ ।

ଦ୍ବିତୀୟ ପ୍ରସଙ୍ଗ

ଉପନ୍ୟାସ ସ୍ରଷ୍ଟା ସୁରେନ୍ଦ୍ର ମହାରି (୧୯୨୨-୧୯୯୦) (ନୀଳଶୈଳ, ଅନ୍ଧଦିଗନ୍ତ, କୃଷ୍ଣାବେଣୀରେ ସନ୍ଧ୍ୟା, ନେତିନେତି, ହଂସଗୀତି)- ‘ନୀଳଶୈଳ’ ଉପନ୍ୟାସର କଥା କଳ୍ପରେ ଭାରତୀୟ ସଂସ୍କୃତିର ଚିତ୍ର, ‘ଅନ୍ଧଦିଗନ୍ତ’ ଉପନ୍ୟାସରେ ସମାଳ-ରାଜନୈତିକ ଚେତନାର ସ୍ବରୂପ, ନିନ୍ଦିତ ଗଜପତିଙ୍କର ବନ୍ଦିତ ଗାଥା–‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ନେତିନେତି’ ଉପନ୍ୟାସ-ଶତ ନିଗ୍ରହ ଓ ନୈରାଶ୍ୟ ମଧ୍ୟରେ ଆଶାର ପ୍ରତିଲିପି, ଯୁଦ୍ଧୋତ୍ତର ଓଡ଼ିଆ ଉପନ୍ୟାସ ‘ହଂସଗାତି’ ।

Weight 0.662 kg
Dimensions 21 × 14 × 3 cm
ISBN

9788196472894

LANGUAGE

Odia

PAGES

624

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

Prachi Sahitya Pratisthan

AUTHOR

Dr. Brahmananda Khuntia

Reviews

There are no reviews yet.

Be the first to review “Swadhinata Parabartee Pramukha Odia Upanyasa (ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ ଓଡ଼ିଆ ଉପନ୍ୟାସ)”

Your email address will not be published. Required fields are marked *