5% OFF

A NEW APPROACH TO High School Grammar of Current English by Baikunthanath Acharya for Class-IX to +2

80.00 76.00
trimurti

SHORT DESCRIPTION:

ଏହି ଦୃଷ୍ଟିରୁ ଏହାକୁ ଏକ ପରିପୂର୍ଣ୍ଣ ଗ୍ରାମାର ପୁସ୍ତକରେ ପରିଣତ କରି ଏଥିରେ ବୋର୍ଡ ପାଠ୍ୟକ୍ରମ ସାଙ୍ଗକୁ ଅନ୍ୟ ଯାହା ସବୁ ଅବଶ୍ଯ ଜ୍ଞାତବ୍ୟ ସେ ସବୁକୁ ଲିପିବଦ୍ଧ କରିଛି |

10 in stock

SPECIAL FEATURE INCLUDED:

ଇଂରାଜୀ ଭାଷାକୁ ଶୁଦ୍ଧ ଭାବରେ କହିବା ଓ ଲେଖିବା ଲାଗି ବ୍ଯାକରଣ ଜ୍ଞାନ ଅପରିହାର୍ଯ | ଏହି ଜ୍ଞାନକୁ ହାଇସ୍କୁଲ ସ୍ତରରେ ହିଁ ଲାଭ କରାଯିବାର କଥା | ଏହି ଭାବରେ ଆଜିକୁ ଦୀର୍ଘ ଦେଢଶହ ବର୍ଷ ଧରି ହାଇସ୍କୁଲମାନଙ୍କରେ ବ୍ଯାକରଣ ଶିକ୍ଷା ଦିଆ ହୋଇ ଆସୁଛି | ମାତ୍ର ଏବେ ବୋର୍ଡ କର୍ତ୍ତୃପକ୍ଷ Aspects of English Grammar ନାମକ ଯେଉଁ ଗ୍ରାମର ପୁସ୍ତକ ପ୍ରଣଯନ କରିଛନ୍ତି, ସେଥିରେ ବ୍ଯାକରଣ ବିଷୟ ତଥ୍ୟ ବହୁ କମ ମାତ୍ରରେ ରହିଛି, ଯାହାଦୁଆର କି ଛାତ୍ରଛାତ୍ରୀମାନଙ୍କର ଗ୍ରାମରଗତ ଜ୍ଞାନ କଦାପି ପରିପୃଷ୍ଟ ହୋଇ ପାରିବ ନାହି |

Weight 0.313 kg
Dimensions 21.0 × 14.0 × 1.5 cm
LANGUAGE

English

PAGES

400

COUNTRY OF ORIGIN

INDIA

EDITION

2024

FORMAT

PAPERBACK

PUBLISHER

ORISSA BOOK STORE

AUTHOR

BAIKUNTHANATH ACHARYA

Reviews

There are no reviews yet.

Be the first to review “A NEW APPROACH TO High School Grammar of Current English by Baikunthanath Acharya for Class-IX to +2”

Your email address will not be published. Required fields are marked *