CONTENTS:
ପ୍ରଥମ ପରିଚ୍ଛେଦ : ଭାଷାର ସଂଜ୍ଞା ଓ ସ୍ୱରୂପ
‘ଭାଷା’ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ, ଭାଷାର ପରିଭାଷା-୧, ଭାଷା ସୃଷ୍ଟିରେ ବକ୍ତାର ଚିନ୍ତାକେନ୍ଦ୍ର, ଧ୍ୱନି ଓ ଶ୍ରୋତାର ଚିନ୍ତାକେନ୍ଦ୍ରର ଭୂମିକା- ୨, ବକ୍ତାପକ୍ଷ-୩, ଶ୍ରୋତାପକ୍ଷ-୫, ଭାଷାସୃଷ୍ଟିରେ ବାଗ୍ଯନ୍ତ୍ରର ଅପରିହାର୍ଯ୍ୟତା-୬, ‘ଭାଷା’ ଶବ୍ଦର ବ୍ୟାପକ ଓ ନିର୍ଦ୍ଦିଷ୍ଟ ଅର୍ଥ-୭, ଭାଷା ସମାଜର, ସମାଜଦ୍ୱାରା ଓ ସମାଜ ପାଇଁ-୯, ଭାଷାର ମୌଳିକ ତତ୍ତ୍ୱ-୯, ଭାଷାର ସ୍ୱରୂପ, ବିଭିନ୍ନ ଲକ୍ଷଣ-୧୪, ଭାଷାର ପ୍ରବୃରି/ ପ୍ରକୃତି / ଧର୍ମ -୧୭, ଭାଷାର ବିଭିନ୍ନ ରୂପ-୨୫, ଭାଷାର ଶ୍ରେଣୀ/ବିଭାଗ, ମୂଳଭାଷା-୨୬, ପ୍ରାମାଣିକ / ମାନକ/ପରିନିଷ୍ଠିତ/ଆଦର୍ଶ ଭାଷା-୨୭, ରାଷ୍ଟ୍ରଭାଷା-୨୮, ରାଜଭାଷା, ଉପଭାଷା ବା ବିଭାଷା-୨୯, ଉପଭାଷା ସୃଷ୍ଟିର କାରଣ, ଭାଷା ଓ ଉପଭାଷା ମଧ୍ୟରେ ପାର୍ଥକ୍ୟ -୩୧, ଉପଭାଷା ମହତ୍ତ୍ବ ଲାଭ କରିବାର କେତୋଟି କାରଣ-୩୩, ବିଶିଷ୍ଟ ବା ବୈଷୟିକ ଭାଷା /ତକନକୀ ଭାଷା, ଅପଭାଷା-୩୫, ସଙ୍କର ଭାଷା ବା ମିଶ୍ରିତ ଭାଷା-୩୬, କୃତ୍ରିମ ଭାଷା-୩୮ ।
ଦ୍ଵିତୀୟ ପରିଚ୍ଛେଦ : ଭାଷା-ଉପୁରି-ସିଦ୍ଧାନ୍ତ
ଦୈବୀ ଉତ୍ପରି ସିଦ୍ଧାନ୍ତ-୪୩, ଧାତୁ ସିଦ୍ଧାନ୍ତ ବା ଅନୁରଣନ ସିଦ୍ଧାନ୍ତ-୪୫, ସଙ୍କେତ ସିଦ୍ଧାନ୍ତ ବା ନିର୍ଭୟ ସିଦ୍ଧାନ୍ତ ବା ସ୍ୱୀକାର ସିଦ୍ଧାନ୍ତ-୪୬, ଲଙ୍ଗିତ ସିଦ୍ଧାନ୍ତ ବା ଲଗ୍ଣଗ୍ ଓରୀ-୪୭, ଧ୍ୱନ୍ୟନୁକରଣ ସିଦ୍ଧାନ୍ତ-୪୮, ଅନୁରଣନ-ଅନୁକରଣମୂଳକ ସିଦ୍ଧାନ୍ତ-୪୮, ଭାବାବେଗ ସିଦ୍ଧାନ୍ତ, ଅପନୋଦନ-ଧ୍ବନି ସିଦ୍ଧାନ୍ତ-୪୯, ଟା-ଟା ସିଦ୍ଧାନ୍ତ, ସଙ୍ଗୀତ ସିଦ୍ଧାନ୍ତ-୫୦, ପ୍ରେମ ସିଦ୍ଧାନ୍ତ, ସମ୍ପର୍କ ସିଦ୍ଧାନ୍ତ-୫୧, ସମନ୍ବିତ ସିଦ୍ଧାନ୍ତ, ପ୍ରତୀକ ସିଦ୍ଧାନ୍ତ-୫୨, ପ୍ରତିବିମ୍ବ ସିଦ୍ଧାନ୍ତ, ବିବର୍ତ୍ତନ ସିଦ୍ଧାନ୍ତ / ସାମାଜିକ ଅନୁବନ୍ଧ ସିଦ୍ଧାନ୍ତ-୫୩ ।
ତୃତୀୟ ପରିଚ୍ଛେଦ : ଭାଷାର ପରିବର୍ତନ
ଭାଷା -ପରିବର୍ତ୍ତନର କାରଣ -୫୫, ବାହ୍ୟ କାରଣ, ଭୌଗୋଳିକ ପ୍ରଭାବ-୫୬, ଜାତୀୟ ସମ୍ମିଳନ, ସାଂସ୍କୃତିକ ପ୍ରଭାବ-୫୭, ବୈୟକ୍ତିକ ପ୍ରଭାବ, ଜାତିର ମାନସିକ ସ୍ତର, ସାମାଜିକ ପ୍ରଭାବ-୫୯, ସାହିତ୍ୟିକ ପ୍ରଭାବ, ସଭ୍ୟତାର ପ୍ରଭାବ, ବୈଜ୍ଞାନିକ ପ୍ରଭାବ-୬୦, ବାଣିଜ୍ୟିକ ପ୍ରଭାବ, ଆର୍ଥିକ ଅବସ୍ଥା, ସ୍ଥାନ ସଂସର୍ଗ-୬୧, ଲିପି ଦୋଷ, ଆଭ୍ୟନ୍ତରୀଣ କାରଣ, ଉଚ୍ଚାରଣରେ ଅକ୍ଷମତା, ସ୍ୱରଯନ୍ତ୍ରରେ ବିକାର-୬୨, ଅସ୍ପଷ୍ଟ ଉଚ୍ଚାରଣ, ଗ୍ରୁର ଉଚ୍ଚାରଣ, ବଳାଘାତର ପ୍ରଭାବ, ସୁରର ପ୍ରଭାବ- ୬୩, ପ୍ରଯତ୍ନ ଲାଘବ, ଅସାବଧାନତା,

















Reviews
There are no reviews yet.