10% OFF

Leo Tolstoyanka Srestha Galpa (ଲିଓ ଟଲଷ୍ଟୟଙ୍କ ଶ୍ରେଷ୍ଠ ଗଳ୍ପ)

290.00 261.00
trimurti

SHORT DESCRIPTION:

This collection of short stories by Dr. Maheswar Panda Draws inspiration from the works of Leo Tolstoy, offering a glimpse into the lives of ordinary people and their struggles with love, loss, and redemption.

10 in stock

SKU: TBW-VIDYAPURI-LTSG(OD) Categories: , , , ,

SPECIAL FEATURE INCLUDED:

ବିଶ୍ଵବନ୍ଦିତ ପ୍ରଖ୍ୟାତ ରୁଷୀୟ କଥାକାର ତଥା ଔପନ୍ୟାସିକ କାଉଣ୍ଡ ଲିଓ ଟଲଷ୍ଟୟଙ୍କ ରଚିତ ଅନେକ ଗଳ୍ପ ମଧ୍ୟରୁ ଛବିଶଟି ଶ୍ରେଷ୍ଠ ଗଳ୍ପ ଉକ୍ତ ‘ ଲିଓ ଟଲଷ୍ଟୟଙ୍କ ଶ୍ରେଷ୍ଠ ଗଳ୍ପ’ ରେ ସଂକଳିତ ହୋଇଅଛି | ଊନବିଂଶ ଶତାଦ୍ଦୀର ବିଶ୍ଵସାହିତ୍ଯରେ ସେ ଥିଲେ ଜଣେ ବିରଳ ପ୍ରତିଭାସଂପନ୍ନ ବ୍ଯକ୍ତିତ୍ଵ | ସମ୍ଭ୍ରାନ୍ତକୁଳସ ଶମ୍ବୁତ ଏହି ଅସାଧାରଣ ଧୀମାନ ସାରସ୍ଵତ ସାଧକଙ୍କ ଜୀବନ ଥିଲା ଯେମିତି ବୋଚିତ୍ର୍ୟ ପୂର୍ଣ୍ଣ ଓ ସଂଘର୍ଷମୟ ସେତିକି ତାତ୍ପର୍ୟ୍ଯ ମଣ୍ଡିତ | ପିତୃଅର୍ଜିତ ପ୍ରଭୂତ ଭୂସମ୍ପତ୍ତିର ପ୍ରାଚୁର୍ୟ୍ଯ ମଧ୍ୟରେ ତାଙ୍କ ଜୀବନର ଆଦ୍ଯକାଳ ଅତିବାହିତ ହୋଇଥିଲା |

 

Weight 0.356 kg
Dimensions 21.4 × 13.4 × 1.5 cm
LANGUAGE

Odia

PAGES

374

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

VIDYAPURI PUBLISHED

AUTHOR

Dr. Maheswar Panda

Reviews

There are no reviews yet.

Be the first to review “Leo Tolstoyanka Srestha Galpa (ଲିଓ ଟଲଷ୍ଟୟଙ୍କ ଶ୍ରେଷ୍ଠ ଗଳ୍ପ)”

Your email address will not be published. Required fields are marked *