SPECIAL FEATURE INCLUDED:
- ବିଗତି ୧୬ ବର୍ଷର (୨୦୨୫-୨୦୧୦) ନବୋଦୟ ବିଦ୍ୟାଳୟ ପ୍ରବେଶିକ ପରୀକ୍ଷା ପ୍ରଶ୍ନପତ୍ର ସହିତ ଉତ୍ତର |
- ପ୍ରତ୍ଯେକ ଖଣ୍ଡ ( ମାନସିକ ଦକ୍ଷତା, ଗଣିତ ଓ ଭାଷା) ର ସମ୍ଭାବିତ ବହୁବିକଳ୍ପ ପ୍ରଶ୍ନୋତ୍ତର, ଅଭ୍ଯାସ ପ୍ରଶ୍ନପତ୍ର ସହିତ ସେଥିରେ ଥିବା ଗାଣିତିକ ପ୍ରଶ୍ନଗୁଡିକର ସଂକ୍ଷିପ୍ତ ସମାଧାନ |
- ମାନସିକ ଦକ୍ଷତା ପରୀକ୍ଷଣରେ ପୂର୍ଣ୍ଣ ସଫଳତା ନିମନ୍ତେ ପ୍ରତ୍ଯେକ ଭାଗର ସମ୍ପୂର୍ଣ୍ଣ ବିଶ୍ଳେଷଣ |
- ପରୀକ୍ଷାର୍ଥୀଙ୍କ ଅଭ୍ୟାସ ପାଇଁ ୩ ସେଟ ଆଦର୍ଶ ପ୍ରଶ୍ନପତ୍ର |
Reviews
There are no reviews yet.