CONTENTS:
୧ମ ପରିଚ୍ଛେଦ ଓଡିଆ ସାହିତ୍ୟରେ ରୀତିଯୁଗ
୨ୟ ପରିଚ୍ଛେଦ ରୀତିସାହିତ୍ୟର ପରିବେଶ
ସାମାଜିକ ପରିବେଶ, ରାଜନୀତିକ ପରିବେଶ, ଧାର୍ମିକ ପରିବେଶ, ଶିକ୍ଷା ଓ ଭାଷାଗତ ପରିବେଶ, ଆର୍ଥନୀତିକ ପରିବେଶ, ଉପସଂହାର, ସହାୟକ ସୂଚୀ ।
୩ୟ ପରିଚ୍ଛେଦ ରୀତିସାହିତ୍ୟର ପ୍ରେରଣା ଭୂମି
ସାମାଜିକ ପ୍ରେରଣା, ସାଂସ୍କୃତିକପ୍ରେରଣା, ଧାର୍ମିକ ପ୍ରେରଣା, କଳାତ୍ମକ ପ୍ରେରଣା, ଚିତ୍ରକଳା, ସ୍ଥାପତ୍ୟକାଳ, ସଙ୍ଗୀତ ଓ ନୃତ୍ୟକାଳ, ଶାସ୍ତ୍ରୀୟ ଓ ସାହିତ୍ୟକ ପ୍ରେରଣା, ବେଦ, ଉପନିଷେଦ, ବ୍ୟାକରଣ ଶାସ୍ତ୍ର, ଦର୍ଶନଶାସ୍ତ୍ର ରାମାୟଣ, ମହାଭାରତ, ପୁରଣକାବ୍ୟ, ସଂସ୍କୃତ ସାହିତ୍ୟ, ଗୀତଗୋବିନ୍ଦ, କାମଶାସ୍ତ୍ର, ଅଳଙ୍କରଶାସ୍ତ୍ର, ପ୍ରାଚୀନ ସାହିତ୍ୟ, ଲୋକସାହିତ୍ୟ, ପ୍ରାଦେଶିକ ସାହିତ୍ୟ, ଉପସଂହାର, ସହାୟକ ସୂଚୀ ।
୪ର୍ଥ ପରିଚ୍ଛେଦ ରସବାଦ ଓ ଓଡିଆ ରୀତିକାବ୍ୟ
ରସ ସମ୍ଫ୍ରଦାୟର ଇତିହାସ, ରସର ସ୍ୱରୂପ – ରସ ନିଷ୍ପତ୍ତି ସମ୍ପର୍କୀୟ ମତାମତ :, ଉତ୍ପତ୍ତି, ଅନୁମିତି, ଭୁକ୍କ୍ତି, ଅଭିବ୍ୟାକ୍କ୍ତି, ସାଧାରଣିକରଣ, ରସର କାବ୍ୟଶାସ୍ତ୍ରୀୟ ରୂପ, ରସ ପରିପ୍ରେକ୍ଷୀରେ ବିଭିନ୍ନ ଭାବର ମହତ୍ତ୍ଵ, ସ୍ଥୟୀଭାବ, ବିଭବ, ଅନୁଭାବ, ବ୍ୟଭିଚାରୀ ଭାବ, କାବ୍ୟରେ ରସର ପ୍ରୟୋଜନୀୟତା, ରୀତିଯୁଗୀୟ କାବ୍ୟରେ ବିଭିନ୍ନ ଭାବରେ ଆଲେଖା, ରସର ପ୍ରକାରଭେଦ- ଶୃଙ୍ଗାରରସ, ସମ୍ଭୋବ ଶୃଙ୍ଗାର, ବିପ୍ରଲମ୍ଭ, ପୂର୍ବରାଗ, ମାନ, ପ୍ରବାସ, କରୁଣ, ଶୃଙ୍ଗାର ରସ ଓ ବିଭିନ୍ନ ଭାବ, ହାସ୍ୟ ରସ, କରୁଣ ରସ, ରୌଦ୍ର ରସ, ବୀର ରସ, ଭୟାନକ ରସ, ବିଭତ୍ସ ରସ, ଅଦ୍ଭୁତ ରସ, ଶାନ୍ତ ରସ, ବାତ୍ସଲ୍ୟ ରସ, ଭକ୍କ୍ତିରସ, ଉପସଂହାର, ସହାୟକ ସୂଚୀ ।
୫ମ ପରିଚ୍ଛେଦ ଧ୍ୱନି ସିଦ୍ଧାନ୍ତ ଓ ରୀତିକାବ୍ୟ
ଧ୍ୱନିର ଇତିବୃତ୍ତ ଓ ସ୍ୱରୂପ, ବାଚ୍ୟାର୍ଥ ଓ ବ୍ୟଙ୍ଗର୍ଥ, ବାଚ୍ୟାର୍ଥ ଓ ବ୍ୟଙ୍ଗର୍ଥ ମଧ୍ୟରେ ପ୍ରଭେଦ, ଓଡିଆ କାବ୍ୟକାରଙ୍କ ଦୃଷ୍ଟିରେ ଧ୍ୱନି, କାବ୍ୟଭେଦ ଓ ଓଡିଆ ରୀତିକାବ୍ୟ, ଧ୍ୱନିକାବ୍ୟ ବା ଉତ୍ତମ କାବ୍ୟ, ମଧ୍ୟମ କାବ୍ୟ ବା ଗୁଣୀଭୂତ ବ୍ୟଙ୍ଗ୍ୟ କାବ୍ୟ, ଚିତ୍ର କାବ୍ୟ ବା ଅଧମ କାବ୍ୟ, ଧ୍ୱନିଭେଦ ଓ ଓଡିଆ ରୀତିକାବ୍ୟ, ଲକ୍ଷଣାମୂଳ ଧ୍ୱନି ବା ଅବିବକ୍ଷିତ ବାଚ୍ୟଧ୍ୱନି, ଅର୍ଥାନ୍ତର ସଂକ୍ରମିତ ବାଚ୍ୟଧ୍ୱନି, ଅତ୍ୟନ୍ତ ତିରସ୍କୃତ ବାଚ୍ୟଧ୍ୱନି ଅଭିଧାମୂଳା ବା ବିବକ୍ଷିତାନ୍ୟପରବାଚ୍ୟଧ୍ୱନି, ଅସଂଲକ୍ଷ୍ୟକ୍ରମ ବ୍ୟଙ୍ଗାଧ୍ୱନି ବା ରସ ଧ୍ୱନି, ଅସଂଲକ୍ଷ୍ୟକ୍ରମ ବ୍ୟଙ୍ଗା ଧ୍ୱନି, ବସ୍ତୁ ଧ୍ୱନି, ଅଳଙ୍କାର ଧ୍ୱନି, ଧ୍ୱନିସିଦ୍ଧାନ୍ତ ସହିତ ଅନ୍ୟାନ୍ୟ ସିଦ୍ଧାନ୍ତର ସମ୍ପର୍କ, ଧ୍ୱନି ଓରସ ଏବଂ ଅଳଙ୍କାର ଧ୍ୱନି ଓ ରୀତି, ଧ୍ଵନି ଓ ବକ୍ରୋକ୍କ୍ତି, ଉପସଂହାର, ସହାୟକ ସୂଚୀ ।

















Reviews
There are no reviews yet.