10% OFF

Odisha Linga Paribartana O Biparitathabodhaka Sabdakosha (ଓଡିଶା ଲିଙ୍ଗ ପରିବର୍ତ୍ତନ ଓ ବିପରିତାର୍ଥବୋଧକ ‘ଶବ୍ଦକୋଷ’)

268.00 241.00
trimurti

SHORT DESCRIPTION:

Satyanarayan Book Store hsa Published this book Odisha Linga Paribartana O Biparitathabodhaka Sabdakosha  for the students. It has been devised according to the guidelines.

10 in stock

SKU: TBW-CHINMAY-SABDAKOSHA(OD) Categories: , , , ,

SPECIAL FEATURE INCLUDED:

ଶ୍ରୀ କୃପାସିନ୍ଧୁ ବିଶ୍ଵାଳଙ୍କର ଜନ୍ମ ୧୯୫୫ ମସିହା ମାର୍ଚ୍ଚ ୧ ତାରିଖ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଲୋକାପାଳ ଗ୍ରାମରେ | ପିତା ଫକୀର ବିଶ୍ଵାଳ ଓ ମାତା ଦର୍ପଣୀ ଦେବୀ | ଶ୍ରୀବିଶ୍ଵାଳ ଜଣେ ଶିକ୍ଷକ, ସାମ୍ବାଦିକ, ସମାଜସେବୀ ଓ ଶିକ୍ଷକ ନେତାଭାବେ ଖ୍ଯାତି ଅର୍ଜନ କରିବା ସହିତ ଓଡିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ପିଲାଟି ଦିନରୁ ରହି ଆସିଛି | ସଂପ୍ରତି ତାଙ୍କଦ୍ଵାରା ରଚିତ ୫୦ଟି ପୁସ୍ତକ ପ୍ରକାଶିତ | ପତ୍ରପତ୍ରିକା ସଂପାଦାନ କ୍ଷେତ୍ରରେ ତାଙ୍କର ଗଭୀର ଦକ୍ଷତାକୁ ଉପଯୋଗ କରି ସେ ‘ଚଇନି ଚକଡା ଓ ଚକଡା ପୋଥି’, ‘ପାଇକ ଖେଦା’, ‘ବାଙ୍କାଦାଶ ଚଉପଦୀ’, ‘ଖଲ୍ଲିକୋଟ ଯୁଦ୍ଧ’ ଓ ‘ଫିରିଙ୍ଗି କଳି ଭାରତ’ ପ୍ରଭୃତି ପୋଥିଗୁଡ଼ିକର ସୁସଂପାଦନା କରି ସୁନାମ ଅର୍ଜନ କରିବାରେ ଜଣେ ସଫଳ ବିନ୍ଧାଣି | ସେହିପରି ଶ୍ରୀଯୁକ୍ତ ବିଶ୍ଵାଳଙ୍କର ‘ଓଡିଆ ଲିଙ୍ଗ ପରିବର୍ତ୍ତନ ଓ ବିପରିତାର୍ଥବୋଧକ ଶଦ୍ଦକୋଷ’ ଏକ ଅନନ୍ୟ କୃତି |

Weight 0.306 kg
Dimensions 21.5 × 14.0 × 1.3 cm
LANGUAGE

Odia

PAGES

267

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

CHINMAYA PRAKASHAN

AUTHOR

Krupasindhu Biswal

Reviews

There are no reviews yet.

Be the first to review “Odisha Linga Paribartana O Biparitathabodhaka Sabdakosha (ଓଡିଶା ଲିଙ୍ଗ ପରିବର୍ତ୍ତନ ଓ ବିପରିତାର୍ଥବୋଧକ ‘ଶବ୍ଦକୋଷ’)”

Your email address will not be published. Required fields are marked *