Prathamika Chikitsa – ପ୍ରାଥମିକ ଚିକିତ୍ସା କଅଣ, କାହିଁକି, କିପରି ?

150.00
trimurti

SHORT DESCRIPTION:

Vidyapuri has Published this book Prathamika Chikitsa  for the Students. It has been devised according to the guidelines.

10 in stock

SKU: TBW-VIDYAPURI-PC(OD) Categories: , , , ,

SPECIAL FEATURE INCLUDED:

ପ୍ରାଥମିକ ଚିକିତ୍ସା ଏବକାର ବ୍ୟବସ୍ଥା ନୁହେଁ | କ୍ଷତ ସ୍ଥାନଗୁଡିକୁ ଆବୃତି କରି ରଖିବା ନିମନ୍ତେ ପୁରାତନ ଇଜିପ୍ଟର ଅଧିବାସୀମାନେ ଲିନେନ ତଥା ତୁଳାକନାକୁ ବ୍ୟାଣ୍ଡେଜ ଭାବରେ ବ୍ୟବହାର କରୁଥିଲେ | ତେବେ ସେହି ବ୍ୟାଣ୍ଡେଜରେ ସେମାନେ ବୋଲି,ଦେଉଥିଲା ମହୁ  ଓ ‘ମିର’ ନାମକ ସୁଗନ୍ଧଯୁକ୍ତ ଏକ ପ୍ରକାରର ଅଠାଳିଆ ଝୁଣା | ଖ୍ରୀଷ୍ଟପୂର୍ବ ୨୫୦୦ ବେଳକୁ ଭଙ୍ଗାହାଡକୁ ଯୋଡି କରି ରଖିବା ନିମନ୍ତେ ସେମାନେ ବ୍ୟବହାର କରୁଥିଲେ ତାଳଗଛର ଟାଣୁଆ ତନ୍ତୁ |

୧୮୩୮ ମସିହା ପାଖାପାଖି ସମୟରେ ଆମେରିକାର ରବର୍ଟ ସୁମେକାର ନାମକ ଜଣେ ବ୍ୟକ୍ତି ଏକ ଧରଣର ଅଠାଳିଆ ପ୍ଲାଷ୍ଟର ପ୍ରସ୍ତୁତ କରିଥିଲେ | ଏହାପରେ ୧୯୨୦ ଦଶକରେ ଆମେରିକାର ଜନସନ ଆଣ୍ଡ ଜନସନ କମ୍ପାନୀ ପ୍ରଚଳନ କରେ ବ୍ୟାଣ୍ଡ-ଏଡ |

Weight 0.233 kg
Dimensions 21.0 × 13.8 × 1.0 cm
LANGUAGE

Odia

PAGES

208

COUNTRY OF ORIGIN

INDIA

EDITION

2025-26

FORMAT

PAPERBACK

PUBLISHER

VIDYAPURI PUBLISHED

AUTHOR

Dr. Nityananda, Swain

Reviews

There are no reviews yet.

Be the first to review “Prathamika Chikitsa – ପ୍ରାଥମିକ ଚିକିତ୍ସା କଅଣ, କାହିଁକି, କିପରି ?”

Your email address will not be published. Required fields are marked *