10% OFF

SARASWATA BYABAHARIKA ODIA BYAKARANA

220.00 198.00
trimurti

SHORT DESCRIPTION:

Satyanarayan has published this book Byabaharika Odia byakarana for the students. It has been devised according to the guideline.

10 in stock

SPECIAL FEATURE INCLUDED:

ଓଡିଆ ଭାଷାରେ ବ୍ଯାକରଣ ପୁସ୍ତକର ଅପ୍ରତୁଳତା ନିଶ୍ଚିତ ଭାବରେ କ୍ଷୋଭର ବିଷୟ | ଆମର ଛାତ୍ର-ଛାତ୍ରୀମାନଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାନେ ସ୍ୱଳ୍ପ ପ୍ରକାଶିତ କେତୋଟି ବ୍ଯାକରଣ ପୁସ୍ତକ ଦୀର୍ଘଦିନଧରି ପଠନ କରିଆସୁଥିଲି; କିନ୍ତୁ ଏପରି କେତେକ ବିଷୟ ରହିଯାଇଛି , ଯାହା ଛାତ୍ର-ଛାତ୍ରୀମାନେ ପରୀକ୍ଷାପାଇଁ ପ୍ରସ୍ତୁତ ହେବା ସମୟରେ ଏହିସବୁ ବ୍ୟାକରଣ ପୁସ୍ତକରେ ନ ପାଇ ଅସୁବିଧାରେ ସମ୍ମୁଖୀନ ହେଉଥିଲେ |